୩ଟି ଜିଲ୍ଲା ୬୦ ଘଣ୍ଟିଆ ସଟଡାଉନ୍

ଜାଣନ୍ତୁ କେଉଁ କେଉଁ ଜରୁରୀ ସେବା ଜାରି ରହିବ ଭୁବନେଶ୍ୱର: ଓଡ଼ିଶାରେ ପଶ୍ଚିମବଙ୍ଗ ଫେରନ୍ତା କରୋନା ସଙ୍କଟ ବଢ଼ାଇ ଦେଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଜିଲ୍ଲା ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ୬୦ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନ ଆସନ୍ତା ଏପ୍ରିଲ ୨୬ ରାତି ୧୦ଟା ପର୍ଯନ୍ତ ଲାଗୁହେବ। ତେବେ ଏହି ସମୟରେ କେତେକ ଜରୁରୀ ସେବା ଜାରି ରହିବ। ଯେଉଁ ଅତ୍ୟାବଶ୍ୟକ ସେବା ଓ … Continue reading ୩ଟି ଜିଲ୍ଲା ୬୦ ଘଣ୍ଟିଆ ସଟଡାଉନ୍